କୋଭିଡ୍‌ ପରିଚାଳନାର ନଗ୍ନ ନମୁନା : କରୋନା ରୋଗୀଙ୍କ ମୃତ୍ୟୁର ୨ଦିନ ପରେ ବିଏମ୍‌ସି ପଚାରୁଛି କେମିତି ଅଛନ୍ତି?

ଭୁବନେଶ୍ୱର : ଠିକ୍ ସମୟରେ ଆମ୍ବୁଲାନ୍‌ସ ନ ମିଳିବାରୁ ଛଟପଟ ହୋଇ କରୋନା ଆକ୍ରାନ୍ତ ରୋଗୀ ପ୍ରାଣ ହରାଇବାର ୨ଦିନ ହେଲାଣି। ବିଏମ୍‌ସି ତରଫରୁ ମୃତକଙ୍କ ପରିବାରର ପଞ୍ଜୀକୃତ ମୋବାଇଲ ନମ୍ବରକୁ ଫୋନ୍ ଆସିବା ସହିତ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା କିଭଳି ରହିଛି ବୋଲି ପଚାରାଯାଉଛି। କରୋନା ସଂକ୍ରମଣ ନେଇ ରାଜଧାନୀକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଥିବା କୋଭିଡ୍‌ ପରିଚାଳନାର ଏହା ହେଉଛି ବାସ୍ତବ ରୂପ। ରୋଗୀଟିଏ ପ୍ରାଣ ହରାଇବା ପରେ ମଧ୍ୟ … Continue reading କୋଭିଡ୍‌ ପରିଚାଳନାର ନଗ୍ନ ନମୁନା : କରୋନା ରୋଗୀଙ୍କ ମୃତ୍ୟୁର ୨ଦିନ ପରେ ବିଏମ୍‌ସି ପଚାରୁଛି କେମିତି ଅଛନ୍ତି?